ଦ୍ଵୈତ ରକ୍ତ ସଂଚାଳନ (Double circulation of Blood)ମଣିଷ ତଥା ଅନ୍ୟ ସ୍ତନ୍ୟପାୟୀ ଓ
ପକ୍ଷୀମାନଙ୍କ ହୃତପିଣ୍ଡ ଚାରି ପ୍ରକୋଷ୍ଠବିଶିଷ୍ଟ ହୋଇଥିବାରୁ ଏମାନଙ୍କର ହୃତପିଣ୍ଡରେ
ଅମ୍ଲଜାନଯୁକ୍ତ ରକ୍ତ ଓ ଅମ୍ଲଜାନବିହୀନ ରକ୍ତର ମିଶ୍ରଣ ହୁଏନାହିଁ ।
ବାମପଟ ଅଳିନ୍ଦ ଓ ନିଳୟ ମଧ୍ୟଦେଇ ଅମ୍ଳଜାନଯୁକ୍ତ ରକ୍ତ ପ୍ରବାହିତ ହେଉଥିବା ବେଳେ, ଦକ୍ଷିଣପଟ ଅଳିନ୍ଦ ଓ ନିଳୟ ମଧ୍ୟଦେଇ ଅମ୍ଳଜାନବିହୀନ ରକ୍ତ ସଂଚାଳିତ ହୋଇଥାଏ ।
ଶରୀରର କୌଣସି ଅଙ୍ଗକୁ ଥରେ
ରକ୍ତ ପହଞ୍ଚିଲା ବଳକୁ ତାହା ଦୁଇଥର ହୃତପିଣ୍ଡ ମଧ୍ୟ ଦେଇ ପ୍ରବାହିତ ହୋଇଥାଏ ।
ଏ ପ୍ରକାର ରକ୍ତ ସଂଚାଳନକୁ ଦ୍ଵୈତ ସଂଚାଳନ କୁହାଯାଏ ।
ମଣିଷ ତଥା ଅନ୍ୟ ସ୍ତନ୍ୟପାୟୀ ଓ ପକ୍ଷୀମାନଙ୍କ ହୃତପିଣ୍ଡ ଚାରି ପ୍ରକୋଷ୍ଠବିଶିଷ୍ଟ ହୋଇଥିବାରୁ ଏମାନଙ୍କର ହୃତପିଣ୍ଡରେ ଅମ୍ଲଜାନଯୁକ୍ତ ରକ୍ତ ଓ ଅମ୍ଲଜାନବିହୀନ ରକ୍ତର ମିଶ୍ରଣ ହୁଏନାହିଁ ।
ବାମପଟ ଅଳିନ୍ଦ ଓ ନିଳୟ ମଧ୍ୟଦେଇ ଅମ୍ଳଜାନଯୁକ୍ତ ରକ୍ତ ପ୍ରବାହିତ ହେଉଥିବା ବେଳେ, ଦକ୍ଷିଣପଟ ଅଳିନ୍ଦ ଓ ନିଳୟ ମଧ୍ୟଦେଇ ଅମ୍ଳଜାନବିହୀନ ରକ୍ତ ସଂଚାଳିତ ହୋଇଥାଏ ।
ଶରୀରର କୌଣସି ଅଙ୍ଗକୁ ଥରେ ରକ୍ତ ପହଞ୍ଚିଲା ବଳକୁ ତାହା ଦୁଇଥର ହୃତପିଣ୍ଡ ମଧ୍ୟ ଦେଇ ପ୍ରବାହିତ ହୋଇଥାଏ ।
ଏ ପ୍ରକାର ରକ୍ତ ସଂଚାଳନକୁ ଦ୍ଵୈତ ସଂଚାଳନ କୁହାଯାଏ ।