Skip to main content

ଉଦ୍ଭିଦର ଫୁଲ ଧରିବାରେ ହରମୋନ କିପରି ସାହାଯ୍ୟ କରେ || ଦଶମ ଶ୍ରେଣୀ (Class X) || Life Science Notes

 

ଉଦ୍ଭିଦର ଫୁଲ ଧରିବାରେ ହରମୋନ କିପରି ସାହାଯ୍ୟ କରେ

ଦ୍ଭିଦର ଫୁଲ ଧରିବା ପ୍ରକ୍ରିୟା (Flowering) ଆଲୋକର ଅବଧୂ ଉପରେ ନିର୍ଭର କରେ। ଏହାକୁ ଫଟୋପିରିୟଡ଼ିଜିମ୍ (Photoperiodism) କୁହାଯାଏ ।   
ଉଦ୍ଭିଦ ଯେତେବେଳେ ଦରକାର ମୁତାବକ ଆଲୋକାବଧି  (Photoperiod) ପାଏ, ସେତେବେଳେ ତା’ର ପତ୍ରରେ ଫ୍ଲୋରିଜେନ୍ (Florigen) ନାମକ ହରମୋନ୍ ତିଆରି ହୁଏ ।ଏହି ହରମୋନ୍ ଉଦ୍ଭିଦର ଅଗ୍ରଭାଗକୁ ପରିବାହିତ ହୋଇ ସେଠାରେ ଫୁଲ ଧରିବା ପ୍ରକ୍ରିୟାରେ ସାହାଯ୍ୟ କରେ। 
ହରମୋନ୍ ସହିତ, ଉଭିଦରେ ଫାଇଟୋକ୍ରୋମ୍ (Phytochrome) ନାମକ ଏକ ସ୍ଵତନ୍ତ୍ର ବର୍ଷକଣା (Pigment) ରହିଥାଏ। ଏହା ଫୁଲକୁ ବିଭିନ୍ନ ରଙ୍ଗ ଦେଇଥାଏ । 
ଫ୍ଲୋରିଜେନ୍ ଓ ଫାଇଟୋକ୍ରୋମ୍ ଉଦ୍ଭଦର ଫୁଲ ଧରିବା ପ୍ରକ୍ରିୟାକୁ ନିୟନ୍ତ୍ରଣ କରନ୍ତି।